ଅଧିକ ପଡୁଛି ମଧ୍ୟାହ୍ନ ଭୋଜନ, ଚିହିଁକି ଉଠିଲେ ଦିଦି

0

ବିଦ୍ୟାଳୟ ରେ ଚାଲିଛି ମଧ୍ୟାହ୍ନ ଭୋଜନ ହେରଫେର। ଧରା ପଡ଼ିଯିବା ପରେ ଚିହିଁକି ଉଠିଲେ ପ୍ରଧାନଶିକ୍ଷୟିତ୍ରୀ ଏବଂ ଅନ୍ୟ ଶିକ୍ଷୟିତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ପୋଡାଡିହା ସରକାରୀ ପ୍ରାଥମିକ ବିଦ୍ୟାଳୟ – ଖ ରେ। ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଆଜି ୬୮ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ସରକାରୀ ରେକର୍ଡରେ ଦାୟର କରାଯାଇଛି। ହେଲେ ବାସ୍ତବତା ଓଲଟା। ବିଦ୍ୟାଳୟରେ ଆଜି ୫୭ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ୧୦ ଗୋଟି ଅଧିକ ମିଲ ସରକାରୀ ରେକର୍ଡ ରେ ପକାଯାଇଛି। ଏ ବାବଦରେ ପ୍ରଧାନଶିକ୍ଷୟିତ୍ରୀ ଅନୁପମା ମହାପାତ୍ରଙ୍କୁ ପଚାରିବାରୁ ସେ ଚିହିଁକି ଉଠିଥିଲେ ଆଉ ଗଣମାଧ୍ୟମ କାହିଁକି ବିଦ୍ୟାଳୟ କୁ ଆସିଲେ ବୋଲି ଓଲଟା ପ୍ରଶ୍ନ କରିବା ସହିତ ଯୁକ୍ତି କରିଥିଲେ। ଏହା ସହିତ ୧୦ ମିଲ ଅଧିକ ପଡ଼ିଥିବା ଏବଂ ସମସ୍ତ ସ୍କୁଲରେ ଅଧିକ ମିଲ ପଡୁଥିବା କହିଥିଲେ।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ