କପ୍ତିପଦl – 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l

0

କପ୍ତିପଦl ବ୍ଲକ୍ ଜଡ଼ିଦl ଗ୍ରାମ ପଞ୍ଚାୟତ ନେଦମ୍ ଗ୍ରାମରେ 70 ଗୋଟି ଗ୍ରାମର ଗ୍ରାମ ମୁଖିଆ ମାନଙ୍କୁ ନେଇ ଏକ ସଭା ଆୟାଜନ ହେଇଥିଲା l ରମେଶ ହାଁସଦା ଏହି ସଭାକୁ ପରିଚାଳନା କରିଥିଲେ l ବିଭିନ୍ନ ଗ୍ରାମରୁ ଆସିଥିବା ଅତିଥି ଭାବେ ଗ୍ରାମ ମୁଖିଆ ମାନେ ଯୋଗ ଦେଇଥିଲେ l
ଗୁଣି ଗାରେଡ଼ି ଉପରେ ଅଧିକ ବିଶ୍ୱାସ ନକରିବା, ମଦ, ହାଣ୍ଡିଆ ଭଳି ନିଶା ଠାରୁ ଦୂରେଇ ରହିବା, ନିଜ ଧର୍ମ କୁ ଛାଡି ଅନ୍ୟ ଧର୍ମକୁ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦେଇଥିଲେ l ସମସ୍ତ ମୁଖିଆ ମାନେ ଏହି କଥାକୁ ଅନ୍ତର ସହିତ ଗ୍ରହଣ କରିଥିଲେ l

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ