ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl

0

ପ୍ରେମ ବିବାହ କରି ଦ୍ୱିତୀୟ ସ୍ତ୍ରୀ ଭାବେ ଗ୍ରହଣ କରିଥିଲା l କିଛିଦିନ ପରେ ପରକ୍ରୀୟl ସନ୍ଦେହ କରି ସ୍ତ୍ରୀ ର ଜୀବନ ନେଲା ସ୍ବାମୀ l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଶରତ ଥାନା ଅଧୀନସ୍ଥ ଶୁଖିଆପଟl ଗ୍ରାମରେ l କୁଶ ସିଂ ୫୦ ବର୍ଷ ସ୍ତ୍ରୀ ନଗୀ ସିଂ ୪୫ ବର୍ଷ କୁ କିଛି ଦିନ ପୂର୍ବେ ପ୍ରେମ ବିବାହ କରିଥିଲେ l ପ୍ରେମ ସମ୍ପର୍କ କିଛି ଦିନ ନିବିଡ ହେବା ପରେ ଆରମ୍ଭ ହେଇଥିଲା ସନ୍ଦେହ l ସାଇ ପଡିଶା ରେ କାହା ସହିତ କଥା ହେଲେ ସନ୍ଦେହ କରି ସ୍ବାମୀ କରୁଥିଲା ଝଗଡ଼ା l ଗତକାଲି ଏମିତି ଏକ ଘଟଣା କୁ ନେଇ ଆରମ୍ଭ ହେଇଥିଲା ଝଗଡ଼ା, ଯାହାର ରୂପ ଏମିତି ହେଲା ଶେଷରେ ସ୍ତ୍ରୀ କୁ ପିଟି ପିଟି ମାରିଦେଲା ସ୍ବାମୀ l ଖବର ପାଇ ଘଟଣା ସ୍ଥଳରେ ଶରତ ଥାନା ପୋଲିସ ପହଞ୍ଚି ଆସାମୀ କୁଶ ସିଂ କୁ ଗିରଫ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି l

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ