ଟେମରି ବଣକା ବାଗ କୁ କେବେ ମିଳିବ ସରକାରୀ ଆବାସ ଗୃହ,

0

ଗୋଲାମୁଣ୍ଡା/୧୨/୯/୨୫/ଦୈନିକ ଆଶା/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରୀବ ଶ୍ରେଣୀୟ ଖଟିଖିଆପରିବାର ମାଟି କୁଡ଼ିଆରେ ବସ ବାସ କରୁ ଥିବା ପରିବାରଙ୍କ ନିମନ୍ତେ ତୁରନ୍ତ ତଦନ୍ତ କରି ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ଯ ସରକାରଙ୍କ ପକ୍ଷରୁ ତାଗିଦ୍ କରିଥିଲେ ମଧ୍ୟ ପଞ୍ଚାୟତର କେତେକ ଆସାଧୁ କର୍ମଚାରୀଙ୍କ ପାଇଁ ଏକ ଦୁଃଖଦ ଅବସ୍ଥାରେ ଗତି କରୁଥିବା ଖବର ଗଣ ମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତର ଖୋଦ ଟେମରି ଗ୍ରାମର ବଣକା ବାଗ ପ୍ରକାଶ କରିଛନ୍ତି ଯେ ମୁଁ ଜଣେ ଗରୀବ ଖଟିଖିଆ ଭୂମି ହିନ ପରିବାର ଅଟେ, ଦୈନିକ କୁଲି ମଞ୍ଜୁରୀ କଲେ ଚୁଲି ଜଳେ, ଏ ଭଳି ସ୍ଥଳେ ସରକାରୀ ଆବାସ ଗୃହ ପାଇଁ ପଞ୍ଚାୟତ ଅଧିନରେ ଥିବା ପିଇଓ, ଓ ଜିଆରଏସ ଙ୍କୁ ନତମସ୍ତ୍କ ଭାବେ ଜଣାଇ ଥିଲେ ମଧ୍ୟ ପଂଚାୟତରେ ମୋର ପ୍ରତି କୌଣସି ଦୃଷ୍ଟି ଆକର୍ଷଣ କରି ନାହି , ମୋତେ ଧନୀ ଲୋକ ବୋଲି ପୁର୍ବତନ ଜିଆରଏସ ମୋତେ କହିଲେ ତୋତେ ଘର ମିଳିବ ନାହିଁ ବୋଲି କହିବାରୁ ମୁଁ ହତାଶ ହୋଇ ନୀରବରେ ନିଜର ଭଙ୍ଗା ଦଦରା ମାଟି କୁଡ଼ିଆରେ ପରିବାରଙ୍କ ସହ କାଲାତି ପାତ କରୁଛି, ଏବଂ ଆଜି ଗଣ ମାଧ୍ୟମ ନିକଟରେ ପ୍ରକାଶ କରୁଛି ଯେ ମୁଁ ଧନୀ ଲୋକ ନା ଭୂମିହୀନ ବ୍ୟକ୍ତି ତାହା ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିଵା ଆଶାରେ ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷ ଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ମୋର ଘରକୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବିହିତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବଣକା ବାଗ ଓ ତାଙ୍କ ସ୍ତ୍ରୀ ଘଷେନ ବାଗ ଗଣ ମାଧ୍ୟମ ନିକଟରେ ପ୍ରକାଶ କରି ଥିଲେ , ଏହି ସଂପର୍କରେ ଟେମରି ଗ୍ରାମ ପଞ୍ଚାୟତ ପିଇଓ ପୁରୁଷୋତ୍ତମ ନାଏକ ଙ୍କୁ ଫୋନ ଯୋଗେ ଯୋଗା ଯୋଗ କରି ଥିବା ରୁ ତାଙ୍କ ଫୋନ ଅଫ ହୋଇ ଥିଲା,

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ