ରାମ କର ସାହୁ ଙ୍କ ଘର ପାଖରେ ବିଦ୍ୟୁତ୍ ତାର ଓ ଟ୍ରାନସ ଫୋରମର ବିପଦ ସଙ୍କୁଳ ଅବସ୍ତାରେ

0

ଘର ପାଖରେ ବିପଦ ସଙ୍କୁଳ ଅବସ୍ତାରେ ଦେଖା ଦେଇଛି ବିଦ୍ୟୁତ୍ ତାର ଓ ଟ୍ରାନସ ଫୋରମର , କେଉଁ ମୁହୂର୍ତ୍ତରେ କାହାର ଜୀବନ ଚାଳି ଜୀବ ତାହା ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଦାୟୀ ବୋଲି ଘର ମାଲିକ ରାମ କର ସାହୁ ପ୍ରକାଶ କରିଛନ୍ତି, ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା କୁମ୍ଭାରୀ ଗ୍ରାମର ରାମ କର ସାହୁ ଙ୍କ ନବ ନିର୍ମିତ ଘର ପାଖରେ ହାରା ହାରି ପ୍ରାୟ ପାଞ୍ଚ ଫୁଟ ବ୍ୟବଧାନରେ ରହିଛି ବିଦ୍ୟୁତ୍ ତାର ଓ ଟ୍ରାନସ ଫୋରମର, ରାମ କର ସାହୁ ଙ୍କ କହିବା ଅନୁଯାୟୀ ଟ୍ରାନସ ଫୋରମର ସ୍ଥାନାତରିତ ପାଇଁ ଗତ ବର୍ଷ ଧର୍ମଗଡ ବିଦ୍ୟୁତ ବିଭାଗରେ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି, ଯାହା ଫଳରେ ବାଧ୍ୟ ହୋଇ ଲେବର ମିସ୍ତ୍ରୀ କୁ ନେଇ ଘର ତିଆରି କରା ଯାଉଛି, ପୁଣି ରାସ୍ତା କଡ଼ରେ ଦୈନିକ ଲୋକେ ଓ ନିକଟରେ ଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀ ଯିବା ଆସିବା କରି ଥାନ୍ତି,ଯଦିଓ କୌଣସି ପରିସ୍ଥିତିରେ ଦୁର୍ଘଟଣା ଘଟିବ ତେବେ ଧର୍ମଗଡ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି ଗଣ ମାଧ୍ୟମ ନିକଟରେ ରାମ କର ସାହୁ ପ୍ରକାଶ କରିଥିଲେ,ଏହି ପରୀପ୍ରେକ୍ଷୀରେ ବିଭାଗୀୟ ଜେଇ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ମୁଁ ନୂଆକରି ଯୋଗ ଦେଇଛି ମୋ ପାଖରେ ସେ ଭଳି ଅଭିଯୋଗ ଆସି ନାହି, ଏଭଳି ସମସ୍ୟା ଦେଖା ଦେଇଛି ତେବେ ଘର ମାଲିକ ଆମ ଅଫିସରେ ଲିଖିତ ଭାବେ ଜଣାଇଲେ ନିଶ୍ଚୟ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଫୋନ ଯୋଗେ କହି ଥିଲେ

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ