ଟ୍ଵିଟର ମ୍ୟାନ୍ ରାଜୁ କୁମାର ଦଳାଇ

0

ଟ୍ଵିଟର ମ୍ୟାନ୍ ର ରାଜୁ କୁମାର ଦଳାଇ ୧ ହଜାର ରୁ ଅଧୂକ ସମସ୍ୟା ସମାଧାନ କରିସାରିଲେଣି । ଟ୍ରିଟର ମ୍ୟାନ୍ ରାଜୁ କୁମାର ଦଳାଇ ଟ୍ଵିଟର ବା ‘X’ ଜରିଆରେ ଲୋ ଲାକଙ୍କ ସମସ୍ୟାଟ ସମସ୍ୟାର ସମାଧାନ କରୁଥିବାରୁ ରାଜୁ କୁମାର ଜଣେ ଟ୍ଵିଟର ମ୍ୟାନ୍ ଭାବେ ପରିଚିତ ଦଳାଇ ହୋଇଛନ୍ତି। । ରାଜୁ କୁମାର ଦଳାଇ ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟିଭିଭିଷ୍ଟ (ଆଟା)ଆସୋସିଏସନ୍‌ର ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ କୋର କରୁଛନ୍ତି। ଲୋକଙ୍କ ନାରଡିନେଟର ଭାବେ କାମ ଲାକଙ୍କ ସମସ୍ୟା ଦେଖ୍ ପ୍ରତିଦିନ ରାଜୁ ଟ୍ଵିଟର ମାଧ୍ଯମରେ । ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମସ୍ଯା ଗୁଡ଼ିକ ସମାଧାନ କରିଆସୁଛନ୍ତି।୨ ବର୍ଷ ଭିତରେ ସେ ସେ ୧ ହଜାର ରୁ ଅଧୂକ ସମସ୍ୟାର କରିଥିବା ଜଣାପଡ଼ିଛି। ଟିମ୍ ଆଟାର ସମାଧାନ କରି କର୍ମକର୍ତ୍ତା । ସାରା ରାଜ୍ୟରେ କାମ କରୁଥିବା ବେଳେ ବାଲେଶ୍ବର ଜିଲ୍ଲା ଜିଲ୍ଲା ପାଇଁ ରାଜୁକୁ ରଖାଯାଇଛି ଭୋଗରାଇ ବ୍ଲକ କୋରଡିନେଟର।ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତ ସୁନାଧରବସାଣ ଗ୍ରାମର ମାତା ପାର୍ବତୀ ଦଳାଇ ଓ ପିତା ରମେଶ

ଦଳାଇଙ୍କ ପୁଅ ରାଜୁ କୁମାର ଦଳାଇ ପତିQY କାମ କରିବ ବା ସହିତ ଲୋକଙ୍କ ସମସ୍ୟା ବାବଦରେ ପ୍ରତିଦିନ କିଛି ନା କିଛି ଟ୍ଵିଟରରେ ପୋଷ୍ଟ କରିଥାନ୍ତି | ସମସ୍ୟାର ସମ ସମାଧାନ ନହେବା ପର୍ଯ୍ୟନ୍ତ ରାଜୁ ବାରମ୍ବା ମ୍ବାର ପୋଷ୍ଟ କରିଥାନ୍ତି । ଆଉ ଶେଷରେ ପ୍ରଶାସନ ବାଧ୍ଯ ହୋଇଥାଏ ସମାଧାନ କରିବାକୁ। ଆଜିଯାଏ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରାୟ ୪୩୨୦ ଟି ରୁ ଊର୍ଦ୍ଧ୍ବ ସମସ୍ୟା ଟ୍ରିଟ୍ କରିଥ‌ିବା ବେଳେ ସେଥ୍ ମଧ୍ୟରୁ ୧ ହଜାର ସମସ୍ୟା ସମ ସମାଧାନ କରିପାରି ପାରିଛନ୍ତି। ତାଙ୍କର ଟ୍ରିଟ୍ କାରଣରୁ ଅନେକ ସମସ୍ଯାଗ ର ସମାଧାନ ହେଉଥୂବ ଟ୍ରିଟର ହେଉଥିବାରୁ ସେ ଏବେ ଭାବେ ବେଶ୍ ପରିଚିତ।ଆଜିର ଧୂକାଂଶ ସମୟରେ ନିଜର ଯୁବପିଢି ଅଧୂକାଂ ମନୋରଞ୍ଜନ ନିମନ୍ତେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବା ବେଳେ ଯୁବ ସମାଜସେବୀ ରାଜୁ ଏହାକୁ ସମାଜ ସେବା ପାଇଁ ଉପଯୋଗ କରୁଛନ୍ତି।ତାଙ୍କ ଟ୍ଵିଟରରେ ଅନେକ ଦୁଃଖୀ,ଅସହାୟ ଗରିବ ବୃଦ୍ଧା, ଭିନ୍ନକ୍ଷମ, ବିଧବା ଭତ୍ତା, ରାସନ୍,ବ୍ୟାଙ୍କ୍, ରେଳ, ପୋଷ୍ଟାଲ, ଶିକ୍ଷା, ସ୍ବାସ୍ଥ୍ୟ, ପୋଲିସ୍, ପାନୀୟ ଜଳ ସମସ୍ୟା,ରାସ୍ତା ନିର୍ମାଣ,ବିଦ୍ୟୁତ୍ ବିଭାଗ ଓ ବରିଷ୍ଠ ନାଗରିକଙ୍କ ମୁହଁରେ ସେ ହସ ଫୁଟେଇ ଦେଉଛି। ଆଗକୁ ଏମିତି କାର୍ଯ୍ୟ ଜାରି ରଖିବେ ବୋଲି ରାଜୁ କୁମାର ଦଳାଇ କହିଛନ୍ତି।

Related Posts
1 of 26
Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ