ଲକ୍ଷ ଲକ୍ଷ ଟଙ୍କାର ରାସ୍ତା ହାଇବା ରେ ପଣ୍ଡକୁଲ ତ୍ରିଛକ ଠାରୁ କୁମ୍ଭାରୀ ପ୍ରଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି, ପ୍ରଶାସନ ଙ୍କ ଦୃଷ୍ଟ ଆକର୍ଷଣ ହେଉ,

0

ଧର୍ମଗଡ/୨୦/୯/୨୫/ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମଗଡ ପକ୍ଷରୁ ତିଆରି ହୋଇ ଥିବା ରାସ୍ତା ଏକ ବର୍ଷ ମଧ୍ୟରେ ଗାତ ସୃଷ୍ଟି ଦେଖା ଦେଇଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ରାସ୍ତା ମରାମତି ହେଉ ଥିବା ବେଳେ ଏକ ବର୍ଷ ପରେ ଗାତ ସୃଷ୍ଟି ଦେଖା ଦେଇଛିବୋଲିସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି,, ଲୋକେ ଯାତାୟତରେ ବାଧା ସୃଷ୍ଟି ଦେଖା ଦେଇଛି, ଆମେ ଦେଖାଉଛୁ ପଣ୍ଡକୁଲ ବିଦ୍ୟାଳୟ ଛକରୁ କୁମାରୀ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋ ମିଟର ପର୍ଯ୍ୟନ୍ତ ଗାତ ସୃଷ୍ଟି ଦେଖା ଦେଇଛି, ବର୍ଷା ପାଣିରେ ଗାତରେ ପାଣି ଜମା ହେବା ଦ୍ବାରା ଯାତାୟାତ ଘୋର ଅସୁବିଧା ଘଟୁଛି, ଏହି ସଂପର୍କରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ରାସ୍ତା ମରାମତି ହେଉଛି, ହେଲେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏକ ବର୍ଷ ମଧ୍ୟରେ ଖାଲ ନାଳ ହୋଇ ବଡ଼ ବଡ଼ ଗାତ ସୃଷ୍ଟି ଦେଖା ଦେଇଛି, ଠିକାଦାର ଓ ଜେଇ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥାଇ ପାରେ ବୋଲି ସନ୍ଧେହ ହେଉଛି ତେଣୁ କରି ରାସ୍ତା ଅଳ୍ପ ଦିନ ମଧ୍ୟରେ ଲୋକଙ୍କ ପାଇଁ ବିପଦ ସୃଷ୍ଟି ଦେଖା ଦେଉଛି ବୋଲି ବୁଦ୍ଧି ଯିବି ମହଲରେ ଅସନ୍ତୋଷ ପ୍ରକାଶ ପାଉଛି, ତେଣୁ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବ ବୋଲି ଚେତାବନୀ ଦେଇଛନ୍ତି,
ଏହି ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ଫୋନ ଯୋଗେ ଯୋଗା ଯୋଗ କରି ଥିଲେ ମଧ୍ୟ ଗ୍ରହଣ କରିଥିଲେ ନାହି, ଆସନ୍ତୁ ଶୁଣିବା କିଛି ବ୍ୟକ୍ତିଙ୍କ ପ୍ରତିକ୍ରିୟା,

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ