କ’ଣ ଏହି ୩୦-୩୦-୩୦ ଫର୍ମୁଲା, ଯାହା ଶୀଘ୍ର ଓଜନ ହ୍ରାସ କରେ

0

ଓଡ଼ିଶାଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ପରିବର୍ତ୍ତିତ ଖାଦ୍ୟପେୟ ଅଭ୍ୟାସ ଯୋଗୁଁ ମୋଟାପଣ ଏକ ସାଧାରଣ ସମସ୍ୟା ହେଇଯାଇଛି।

Related Posts
1 of 6

ଆମେ ସମସ୍ତେ ଆମର ଖରାପ ଜୀବନଶୈଳୀର ପରିଣାମ ଓଜନ ବୃଦ୍ଧି ରୂପରେ ଭୋଗୁଛୁ। ସାରା ବିଶ୍ୱରେ ଲୋକମାନେ ଦ୍ରୁତ ଗତିରେ ମୋଟାପଣର ସିକାର ହେଉଛନ୍ତି। ଏବଂ ଏହି କାରଣରୁ ଓଜନ କମ୍ କରିବା ପାଇଁ ବିଭିନ୍ନ ପ୍ରକାର ଆଧୁନିକ ଉପାୟ ଆପଣାଉଛନ୍ତି।

ଆଉ ଏହିସବୁ ପଦ୍ଧତି ମଧ୍ୟରୁ ଗୋଟିଏ ହେଉଛି ୩୦-୩୦-୩୦ ଫର୍ମୁଲା। ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହାସହ ଓଜନ ହ୍ରାସ ପାଇଁ ଦ୍ରୁତ ଗତିରେ ଟ୍ରେଣ୍ଡ କରୁଛି।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ