କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ..

0

ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦିନ କୋଦଳା ଶ୍ରୀ ଶ୍ରୀ ଦଣ୍ଡେଶ୍ୱରଙ୍କ ପିଠରେ ବେଗୁନିଆପଡା ବ୍ଲକ ଡ୍ରାଇଭର ସଂଘ ସଭାପତି ଗୋପୀନାଥ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଦଳା ପେଟ୍ରୋଲ ପମ୍ପ ନିକଟରୁ ଏକ ପଦଯାତ୍ରା ରାଲିରେ ମନ୍ଦିର ନିକଟକୁ ଯାଇଥିଲେ । ଏଥିରେ ରାଜ୍ୟ ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି, ରାଜ୍ୟ କୋଷାଧକ୍ଷ ଆଦିତ୍ୟ ପ୍ରସାଦ ବେହେରା, ରାଜ୍ୟ ସମ୍ପାଦକ ଚୈତନ୍ୟ ପ୍ରଧାନ, ରାଜ୍ୟ ସହ ସମ୍ପାଦକ ଚିତ୍ର ସେନ ବେହେରା, ଢେଙ୍କାନାଳ ଜିଲ୍ଲା କମିଟି ସଦସ୍ୟ ଦୀପକ ରାଉତ ଗଞ୍ଜାମ ଜିଲ୍ଲା ସଭାପତି ସୁରେନ୍ଦ୍ର କୁମାର ବଣ, ଯୋଗଦେଇ ସଂଘକୁ ମଜଭୂତ କରିବା, କାର୍ଯ୍ୟକାରିଣୀ ସଦସ୍ୟ ଙ୍କ କାର୍ଯ୍ୟଧାରା ଉପରେ ଆଲୋଚନା, ସଂଘର ଅସୁବିଧା, ଡ୍ରାଇଭରଙ୍କ ଅସୁବିଧା ବିଷୟରେ ଆଲୋଚନା କରିବା ସହ ନାର୍ଯ୍ୟ ଦାବି ହାସଲ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ସଂଘର କାର୍ଯ୍ୟକର୍ତା, ବେଗୁନିଆପଡା ବ୍ଲକ ଉପସଭାପତି ସଞ୍ଜୟ ପଣ୍ଡା, ସମ୍ପାଦକ ଶ୍ରୀରାମ ତ୍ରିପାଠୀ, ସହ ସମ୍ପାଦକ ଟୁନା ସେଠି,ଉପଦେଷ୍ଟା ବସନ୍ତ ମହାନ୍ତି, ଅଶୋକ ବେହେରା ଙ୍କ ସମେତ ସମସ୍ତ ଡ୍ରାଇଭର ସହଯୋଗ କରିଥିଲେ ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ