RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ ।

0

ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କରଲାକୋଟ ଗ୍ରାମ ପଞ୍ଚାୟତ ଠାରୁ ଲାଖବାହିଲି ଗ୍ରାମକୁ ସଂଯୋଗ କରୁଥିବା RD ରାସ୍ତାରେ ଦୁର୍ନୀତି ।ଗ୍ରାଉଣ୍ଡ ଜିରୋରୁ ଦେଖନ୍ତୁ ଏହି ରିପୋର୍ଟ ।କିଭଳି ଭାବେ ଠିକାଦାର ରାତିବେଳା ପିଚୁରାସ୍ତା ନିର୍ମାଣ କରିଛନ୍ତି ।ଯାହା ଜାନ ବାହାନ ଚଳାଚଳ ଯୋଗୁଁ ପିଚୁ ଉଠିଯାଇ ତଳ ରାସ୍ତା ଦିଶିଲାଣି । ଏବଂ ଅଳ୍ପ ଦିନରେ ରାସ୍ତାର ସମସ୍ତ ପିଚୁ ଉଠିଯିବା ଆଶଙ୍କା ରହିଛି । ଗ୍ରାମବାସୀ ଭଲ ରାସ୍ତାଟିଏ କରିଦେବାକୁ ଅନୁଗ୍ରହ ସତ୍ତ୍ୱେ ଠିକାଦାର ଦୁର୍ନୀତି କରିବାରେ ସଫଳ ହୋଇ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରିବାକୁ ଚାହିଁଛନ୍ତି ।RD ରାସ୍ତା ନିର୍ମାଣ କରିବାରେ ଦୁର୍ନୀତି ସୀମା ପାର କରୁଥିବା ବେଳେ ନିୟୋଜିତ ଯନ୍ତ୍ରୀ ତରୁଣ କୁମାର ନାଏକ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି କରାଯାଉ ନାହିଁ ସେନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ମଧ୍ୟ ଜନସାଧାରଣଙ୍କ ଭରଷା ଉଠିବାରେ ଲାଗିଛି ।ଏଠାରେ ବିଭାଗ ସମ୍ପୂର୍ଣ୍ଣ ଭାବେ ଠିକାଦାରଙ୍କୁ ଘଣ୍ଟ ଘୋଡାଉଛନ୍ତି ।
ଭଲ ରାସ୍ତାଟିଏ ପାଇଁ ଗ୍ରାମାଞ୍ଚଳ ଗ୍ରାମବାସୀଙ୍କ ଆକୁଳ ନିବେଦନ ଠିକାଦାର ନ ଶୁଣିବାରୁ ସେମାନେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଜଣାଇଥିଲେ ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ