ବିଶାଖା ଏକ୍ସପ୍ରେସ ଟ୍ରେନ୍ ରୁ ଖସିପଡି ଯୁବକ ଗୁରୁତର..
ଖଲ୍ଲିକୋଟ ଥାନା ଅନ୍ତର୍ଗତ କାଳିଜାଇ ଷ୍ଟେସନ୍ ପାଖରେ ଜଣେ ଯୁବକ ଗୁରୁତର ଅବସ୍ଥା ରେ ପଡ଼ିଥିବା ଦେଖିବାକୁ ମିଳିଥିଲା.. ଗତ କାଲି ବିଳମ୍ୱିତ ରାତି ଅର୍ଥାତ୍ ଭୋର୍ ପ୍ରାୟ ୪ ଟା ବେଳେ ବିଶାଖା ଏକ୍ସପ୍ରେସ ଟ୍ରେନ୍ ରୁ ଦୁଇ ଜଣ ଯୁବକ କୌଣଷି କାରଣ ବଶତଃ ଖସିପଡ଼ିଥିଲେ.. ସେଥି ମଧ୍ୟରୁ ଜଣେ ଯୁବକ ଙ୍କ ହାତ କୁ ମାଡ ହୋଇଥିବା ବେଳେ ସେଇ ଯୁବକ ଜଣକ ସେଠାରୁ ଫେରାର ହୋଇଛନ୍ତି ଓ ଅନ୍ୟ ଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ଓ ସେଇ ଗୁରୁତର ଯୁବକ୍ ଜଣଙ୍କୁ ୧୦୮ ଯୋଗେ କାଳିଜାଇ ଷ୍ଟେସନ୍ ପାଖରୁ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲ୍ ରେ ଭର୍ତ୍ତି କରା ଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି.. ଯୁବକ ଜଣକ ବାଣପୁର ଅଞ୍ଚଳ ର ବୋଲି ଜଣା ପଡିଛି.. ଗଞ୍ଜାମ ଜିଲ୍ଲାରୁ ସିପ୍ରା ପଟନାୟକ ଙ୍କ ରିପୋର୍ଟ କୋଣାର୍କ ନିୟୁଜ 24