ଉଦଳା ବି ଜେ ଡି ଦଳ ପକ୍ଷ ରୁ ନବୀନ ପଟ୍ଟନାୟ ଙ୍କ ୭୯ ତମ‌  ଜନ୍ମ ଦିନ ରେ ୭୯ ଦୀପ ପ୍ରଦାନ କରାଯାଇଛି ।

0

ଉଦଳା ୧୬/୧୦/୨୦୨୫( ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବି ଜେ ଡି ଦଳ ପକ୍ଷ ରୁ ନବୀନ ପଟ୍ଟନାୟ ଙ୍କ ୯୭ ତମ‌  ଜନ୍ମ ଦିନ ପାଳିତ ହୋଇଯାଇଛି । ଆଜି  ହନୁମାନ ମନ୍ଦିର ରେ ଅଖଣ୍ଡ ଦୀପ ଜଳା ଯାଇ ନଵୀନ‌ ଵାଵୁ ଙ୍କ‌ ଶୁଭ ମନାସି  ୭୯ ଗୋଟି ଦୀପ ହନୁମାନ ଙ୍କ ନିକଟ ରେ ସମୁହ ନେତୃମଣ୍ଡଳୀ ପ୍ରଦାନ କରିଥିଲେ ।ବ୍ଲକ ସଭାପତି ଗୋବିନ୍ଦ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ‌ ବିଧାୟକ ଶ୍ରୀନାଥ ସୋରେନ ,ବରିଷ୍ଠ ନେତା ମୋଜନ କୁମାର ମହାନ୍ତି ,ଏନ୍ ଏ ସି ମହିଳା ସଭାପତି‌ ବିଜୟା ବାରିକ,ବ୍ଲକ ସଭାପତି ବିଷ୍ଣୁ ପ୍ରୀୟା ପଣ୍ଡା,ଅମୀୟ ବଳ, କାଉନସିଲର ‌ମମ୍ମତା ଟୁଡୁ,ଜମୁନା ମାର୍ଣ୍ଣୀ,ଉରୁମିଳ୍ଳ ନାୟକ,ସନାତନ ନାୟକ,ସୀମାନ୍ତ ତ୍ରୀପାଠୀ,କୃଷ୍ଣ ଚୈତନ୍ୟ ସଦୁଆଳ,ଶଶଧର ସ୍ବାଇଁ,ଅରୁଣ ନାୟକ,ରାମଚନ୍ଦ୍ର ବେହେରା, ଆଶିଷ ଦାସ,ସୁନୀଲ ପ୍ରଧାନ ,ବୀଣାକର ମହାପାତ୍ର ,ପ୍ରତିମା ସାହୁ,ମହେନ୍ଦ୍ର ସାହୁ,ଗୋମତୀ ବିନ୍ଧାଣି,ଭବାନୀ ମହାନ୍ତ ପ୍ରମୁଖ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମ ସମାପ୍ତ ପରେ ସମସ୍ତଙ୍କୁ ମିଷ୍ଟାନ୍ନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ