କୁଜଙ୍ଗ ବ୍ଲକ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 ପାରାଦୀପ ପୋର୍ଟ ହାଇ ସ୍କୁଲ ଭୂତମୁଣ୍ଡାଇ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ସିଆରସିସି ସୂର୍ଯ୍ୟକାନ୍ତ ମଲ୍ଲ ଙ୍କ ତତ୍ତ୍ଵାବଧାନରେ 10 ଟି ସ୍କୁଲ ର ଛାତ୍ର ପ୍ରତିନିଧି ମାନେ ଯୋଗ ଦେଇଥିଲେ।
ସଙ୍ଗୀତ ବକ୍ତୃତା ନୃତ୍ୟ ଚିତ୍ରାଙ୍କନ ରଚନା ଲିଖନ ସାଧାରଣ ଜ୍ଞାନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା। ପ୍ରିଯୋଗିତା ରେ ସଫଳ ହୋଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଚିନ୍ମୟୀ ଲେଙ୍କା ଶିକ୍ଷକ ଅସିତ୍ କୁମାର ସାହାଣୀ, ରିତା ରାଣୀ ପ୍ରଧାନ, ଯଶୋବନ୍ତ ରାୟ ଚନ୍ଦ୍ରକାନ୍ତ ସେଠୀ
ପ୍ରିୟଙ୍କା ବେହେରା
ସରୋଜ ମହନ୍ତ
ସିତାରାମ ସୁଲତାନ ପୁରସ୍କାର ପ୍ରଦାନ କରିଥିଲେ। ଜଗତସିଂହପୁର. ପାରାଦୀପ
ଜୀବନ ସାହୁ. କୋଣାର୍କ ନ୍ୟୁଜୁ