ଇଣ୍ଟର ନେସନଲ ମୋଡେଲ ୟୁନିଅନ ନେସନରେ ଭାଗନେବେ କଳାହାଣ୍ଡି ଝିଅ ଓ ନାରୀ ସଶକ୍ତିକରଣ ତ ଥିମ୍ ରେ ଭାଗନେଲେ ।

0

କଳାହାଣ୍ଡିର ଝିଅ ପ୍ରିୟଂସିତା ରାଉତ ଆଇ.ଏମ୍.ୟୁ.ଏନ୍.ଭିଏତ ନାମରେ – ନାରୀ ସଶକ୍ତିକରଣ ଥିମ୍ ରେ ଭାଗନେଇଥିଲେ। ଭବାନୀପାଟଣାରୁ ରୁ ଭିଏତନାମ ପର୍ଯ୍ୟନ୍ତ ଯାତ୍ରା କରି, International Model United Nations (IMUN) Conference ରେ ନିଜ ଦେଶର ପ୍ରତିନିଧି ଭାବେ ଭାଗ ନେଇଛନ୍ତି ଏବଂ ବିଶ୍ୱସ୍ତରୀୟ ସଭା ଯେଉଁଠି ସାରା ପୃଥିବୀର ଯୁବ ପ୍ରତିନିଧିମାନେ ଏକତ୍ର ହୋଇ ବିଶ୍ୱସମସ୍ୟାଗୁଡ଼ିକ ଉପରେ ଆଲୋଚନା କରନ୍ତି।
କମିଟିର ଥିମ୍ ଥିଲା ନାରୀ ସଶକ୍ତିକରଣ ଓ ଲିଙ୍ଗ ସମାନତା। ପ୍ରିୟଂସିତା ଓ ତାଙ୍କ ଦଳ “ସମାନ କାମ ପାଇଁ ସମାନ ବେତନ”, “ଲିଙ୍ଗୀୟ ଉତ୍ପୀଡ଼ନ ବିରୋଧରେ ସୁରକ୍ଷା”, “ମାତୃତ୍ୱ ଓ ସ୍ୱାସ୍ଥ୍ୟ ସହାୟତା” ଏବଂ “ଗ୍ରାମୀଣ ଅଞ୍ଚଳରେ ନାରୀ ଉନ୍ନତି” ଉପରେ ଜୋର ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରିଥିଲେ। ଗ୍ରାମୀଣ ନାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ — ଶିକ୍ଷାର ଅଭାବ, ଅପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା, ବେକାରି ଏବଂ ଅଧିକାର ସଚେତନତାର ଅଭାବ — ବିଷୟରେ ଆଲୋଚନା କରିଥିଲେ। ନାରୀ ସ୍ୱାଧୀନତା ପାଇଁ କୌଶଳ ବିକାଶ, ମାଇକ୍ରୋ ଫାଇନାନ୍ସ ଏବଂ ସ୍ୱୟଂ ସାହାୟତା ଗୋଷ୍ଠୀର ଗୁରୁତ୍ୱ ଉପରେ ଜୋର ଦେଇଥିଲେ।
ଧର୍ମଗଡ ସବ୍ଡିବିଜନରୁ ଦିବ୍ୟ ନାଗଙ୍କ ରିପୋର୍ଟ କୋଣାର୍କ news24

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ