କାମାକ୍ଷାନଗର ଏନଏସି ପକ୍ଷରୁ ଉଠା ଦୋକାନୀଙ୍କ ଠାରୁ ୨ ଥର ଟିକସ ଆଦୟ

0

କାମାକ୍ଷାନଗର,
କାମାକ୍ଷାନଗର ଏନଏସି ପକ୍ଷରୁ ଦଶହରା ଅବସରରେ ବସିଥିବା ଉଠା ଦୋକାନିଙ୍କ ଠାରୁ ଦୁଇଥର ଟିକସ ଆଦାୟ କରାଯାଇ ଥିବାରୁ ଦୋକାନୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l କାମାକ୍ଷାନଗର ସହରରେ ଦଶହରା ଏକ ପ୍ରମୁଖ ପର୍ବ ଭାବେ ସୁପରିଚିତ ଥିବା ବେଳେ ସହରରେ ଦଶହରା ରେ ଭଲ ବ୍ୟବସାୟ କରିବା ଆଶା ନେଇ ବହୁ ବେପାରୀ ରାସ୍ତା କଡରେ ନିଜର ପସରା ମେଲେଇ ବସି ରହିଥିଲେ l ଏନଏସି ପକ୍ଷରୁ ଏନଏସିର କର୍ମଚାରୀଙ୍କ ଦ୍ୱାରା ୧୩0 ଟଙ୍କା ଟିକସ ଆଦାୟ କରାଯାଇଥିବା ବେଳେ -ଏନଏସି ପକ୍ଷରୁ ନିଲାମଧାରୀ ପ୍ରତିଦିନ ୫0 ଟଙ୍କା ଟିକସ ଆଦାୟ କରିଥିଲେ ଏବଂ ଏନଏସି ଝାଡୁ ଦାର ମାନେ ୫0 ଟଙ୍କା ନେବାପାଇଁ ଦାବି କରିଥିଲେ,ଫଳରେ ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ଦୃଢ଼ ପଦକ୍ଷେପ ନେବା ସକାଶେ ବ୍ୟବସାୟୀ ମାନଙ୍କ ପକ୍ଷରୁ ଦାବି ହେଉଛି l

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ