ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ଭୂତ ମୁଣ୍ଡାଇଗ୍ରାମପଞ୍ଚାୟତରେ ଧୁମ୍ ଧାମରେପାଳନ କଲେ ବିଜେପିର ସଦସ୍ୟମାନେ
ଶ୍ରୀଯୁକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କଲେ ଜଗତସିଂହପୁର ଜିଲ୍ଲାକୁ କୁଜଙ୍ଗ ବ୍ଲକ୍ ଭୂତ ମୁଣ୍ଡାଇଠାରେ ମହା ଆନନ୍ଦରେ ଜନ୍ମ ଦିନ ପାଳନ କଲେ ଓ ବୋହୁ ବିଜେପିକର୍ମୀ ଉପସ୍ଥିତିରେ ପାଳନ କରାଗଲା ଏଥି ମଧ୍ୟ ରେ
ଥିଲେ ଜିଲ୍ଲା ସଭାପତି ସୁବାସପ୍ରଧାନ ବିଶ୍ଵଜିତ୍ ବେହେରା ଜଗତସିଂହପୁର ପାରାଦ୍ଵୀପରୁ ଜୀବନ ସାହୁ କୋଣାକ ନ୍ୟୁଜ
