ବିନା ସୂଚନା ଫଳକ ରେ ଚାଲିଛି ଉନ୍ନୟନ କାମ

0

କପ୍ତିପଦl -୨୪/୯ – ଓଡ଼ିଶାରେ ସରକାର ବଦଳିଛି, ଏବେ ନୂଆ ସରକାର ଙ୍କ ନୂଆ ଯୋଜନା ବିନା ସୂଚନା ଫଳକ ରେ ଚାଲିଛି ଉନ୍ନୟନ ମୂଳକ କାର୍ଯ୍ୟ l ଏହିପରି ଘଟଣା ଦେଖିବାକୁ ମିଳିଛି କପ୍ତିପଦl ବ୍ଳକ୍ ଶରତ ପଞ୍ଚାୟତ କାଶୀଝରନ୍ ଗାଁ ରେ l ସେଠାରେ ସ୍କୁଲ ନିକଟରେ ଏକ ମମତା ଗୃହ ନିର୍ମାଣ ଚାଲିଛି, କାମ ନିମ୍ନ ମାନର ହେଉଥିବାବେଳେ ସୂଚନା ଫଳକ ନାହିଁ l
ଯାହା ଦ୍ୱାରା ଅଟକଳ ମୂଲ୍ୟ କେତେ ତାହା ଜାଣି ହେଉନାହିଁ l ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଠିକାଦାର ଓ ଜେଇ ଙ୍କ ମନ୍ ମାନି ରେ ଚାଲିଛି ମମତା ଗୃହ, ବାଲି ବଦଳିରେ ମାଟି ଫିଲିଂ କରି କାମ ହେଉଛି, ଏପରିକି କଲମ ଗlତରେ ମାଟି ଦିଆଯାଇଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି l ବିଲ ମଝିରେ କାମ ହେଉଥିବାବେଳେ ଫାଉଣ୍ଡେସନ ଦମ୍ଭ ନଥିବାରୁ ଅଳ୍ପ ଦିନରେ ଦବିଯାଇ ନଷ୍ଟ ହେବ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l ଏ ସମ୍ପର୍କରେ ନେଇ
ଜେ ଇ ମଧୁସୂଦନ ଦାସ ଙ୍କୁ ପଚାରିବାରୁ କାମ ଠିକ୍ ହୋଇଛି, ସୂଚନା ଫଳକ ଅଛିକି ନାହିଁ ମୁଁ ଜାଣି ନାହିଁ ବୋଲି ମତ ପ୍ରକାଶ କରିଛନ୍ତି l

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ