ଛଚିନା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର 29 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

0

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୌରାଛଚିନାସ୍ଥିତ ଶ୍ରୀମ। ଶ୍ରୀ ଅରବିନ୍ଦ ମନ୍ଦିରର ୧୩ ତମ ଓ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ର ୨୯ତମ ବାର୍ଷିକ ଉତ୍ସବ୧୦/୧୧/୨୦୨୫ରିଖ ସୋମବାର ଦିନ ମହାସମାରୋହ ରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ସାଧକ ଶ୍ରୀ ପ୍ରଭାତ କୁମାର ନାୟକ, ଅନ୍ୟତମ ଅତିଥିଭାବେ ଜିଲ୍ଲାଆବାହକ ଶଶଧର ବେହେରା, ଶିକ୍ଷା ସଂଯୋଜକ ଶ୍ରୀ ଲକ୍ଷ୍ମୀ ଚରଣ ଦାସ ଯୋଗ ଦେଇଥିଲେ ଏବଂ ଉକ୍ତ ସଭାକୁ ଶ୍ରୀଭାଗିରଥି ମହାପାତ୍ର ସଂଯୋଜନ। କରିଥିଲେ।ଅନୁଷ୍ଠାନ ତରଫରୁ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ନାୟକ ସମସ୍ତକୁ କୃତଜ୍ଞତା ଜ୍ଞାପନ କରିଥିଲେ।ସଂଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁର୍ବତ୍ତନ ବିଧାୟିକା ଶ୍ରୀମତି ଲତିକା ପ୍ରଧାନ, ବେଗୁନିଆପଡ଼ା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଶ୍ରୀଦଣ୍ଡପାଣି ପ୍ରଧାନ ଓ ଶିବରାମ ପଣ୍ଡା ବିଦ୍ୟାର୍ଥି ମାନଙ୍କୁ ସମର୍ଦ୍ଧିତ କରିଥିଲେ। ଛାତ୍ରାବାସର ପରିଚାଳକ ଶ୍ରୀ ପ୍ରଶାନ୍ତ କୁମାର ବିଷୋୟୀ ଓ ସମସ୍ତ ଅପାଭାଇ ଏଥିରେ ସାହଯୋଗ କରିଥିଲେ। ଗଞ୍ଜାମ ଜିଲ୍ଲରୁ ସିପ୍ରା ପଟନାୟକ ଙ୍କ ରିପୋର୍ଟ କୋଣାର୍କ ନିୟୁଜ 24

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ