ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ ତୁମୁସିଙ୍ଗା ଥାନା ଅଧିକାରିଣୀ ଙ୍କ ନେତୃତ୍ୱ ରେ ପଣ୍ଡୁଆ ବଜାରରେ ସାଇବର କ୍ରାଇମ୍ ଅପରାଧ ବିଷୟରେ ଉଦବୋଧନ ଦେଇ କହିଥିଲେ ଲୋକମାନେ କିପରି ସାଇବର କ୍ରାଇମ୍ ରୁ ନିଜକୁ ସୁରକ୍ଷା କରିବେ ଏହି କାର୍ଯ୍ୟ କ୍ରମରେ ପଣ୍ଡୁଆ ଫାଣ୍ଡି ଅଧିକାରୀ ଦାମଦର ସାହୁ ପୋଲିସ ସିପାହୀ ତପନ ଖୁଣ୍ଟିଆ ପୂର୍ବତନ ଜିଲ୍ଲା ପରିଷଦ ତଥା ପଣ୍ଡୁଆ ବଜାର ସଭାପତି ହୂରଦାନନ୍ଦ ପରିଡା ପୂର୍ବତନ ସମିସଭ୍ୟ ତଥା ସମାଜ ସେବି ଅଶ୍ୱିନୀ ପରିଡା ଉଦବୋଧନ ଦେଇ ସାଇବର କ୍ରାଇମ୍ ବିଷୟରେ ଲୋକମାନଙ୍କୁ ବୁଝାଉଥିଲେ ତୁମୁସିଙ୍ଗା ଥାନା ଅଧିକାରିଣୀ ଙ୍କ ଏପରି କାର୍ଯ୍ୟ ଦେଖି ଲୋକମାନେ ଭୁରି ଭୁରି ପ୍ରଶଂସା କରିଥିଲେ

0
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ