ଥୁଆମୁଳ ରାମପୁର ରେ ଭାଜପା ର ମିଶ୍ରଣ ପର୍ବ

0

ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ଉପସ୍ଥିତି ରେ ଥୁଆମୂଳ ରାମପୁର ବ୍ଲକ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି ଜସଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ନୀତି ଆଦର୍ଶ ଓ ରାଜ୍ୟ ର ମୋହନ ମାଝି ସରକାର ଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ରେ ଅନୁପ୍ରାଣିତ ହୋଇ ଥିଆମୁଲ ରାମପୁର ବ୍ଲକ ର ବିଜେଡି ଏସ ସି ସେଲ୍ ପୂର୍ବତନ ସଭାପତି
ସଞ୍ଜୟ ନାଏକ , ବରିଷ୍ଟ କଂଗ୍ରେସ ନେତା ସଦା ନାଏକ,ଯୁବ କଂଗ୍ରେସ ନେତା ଉମାଶଙ୍କର ନାଏକ ଙ୍କ ସହ ଶତାଧିକ ବିଜେଡି ବିଜେପି କର୍ମି ଭାଜପା ରେ ସାମିଲ ହୋଇଛନ୍ତି ,
କଳାହାଣ୍ଡି ଜସ୍ଵସ୍ଵି ସାଂସଦ ଶ୍ରୀମତୀ ମାଳବିକା ଦେବୀ,ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ମାଝୀ ଉପସ୍ଥିତ ରହି ନୂତନ ଭାବରେ ଦଳ ରେ ଯୋଗଦେଇଥିବା ନେତା ଓ କର୍ମୀ ଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସ୍ବାଗତ କରିଥିଲେ ,ଏହି ମିଶ୍ରଣ ପର୍ବ ରେ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ନାଏକ,ସାଂସଦ ପ୍ରତିନିଧି ପବିତ୍ର ନାଏକ,ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ,ମଣ୍ଡଳ ସଭାପତି ପୁଷ୍ପ ନାଏକ, ମଣ୍ଡଳ ସଭାପତି ଦୟାନିଧି ଭୋଇ, ସାଧାରଣ ସମ୍ପାଦକ ତପନ ମାଝୀ , ବରିଷ୍ଠ ନେତା ବିପିନ ବିହାରି ନାଏକ,ବାମୁନୁ ନାଏକ, ପୂର୍ବତନ ମଣ୍ଡଳ ସଭାପତି ଧନୁର୍ଯ୍ୟ ନାଏକ, ମଣ୍ଡଳ ସାଧାରଣ ସମ୍ପାଦକ ଆଲୋକ କୁମାର ନାଏକ
ସାଧାରଣ ସମ୍ପାଦକ ଚନ୍ଦନ ନାଏକ, ବ୍ଲକ ବିଜେପି ମଣ୍ଡଳ ର ଉପସଭାପତି ରାଧାକୃଷ୍ଣ ନାଏକ, ପୂର୍ବତନ ମଣ୍ଡଳ, ସଭାପତି ସୁଶାନ୍ତ ନାଏକ ଓ ପୂର୍ବତନ ମଣ୍ଡଳ ସଭାପତି ଲକ୍ଷ୍ମୀଧର ନାଏକ ,ଭରତ ନାଏକ, ଅଭିରାମ ନାଏକ ଏବଂ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀମତୀ କୀୟା ମଣୀ ନାଏକ,ଜିଲ୍ଲା ମିଡ଼ିଆ ସଂଯୋଜକ ନରହରି ପଟ୍ଟନାୟକ,ଥୁଆମୂଳ ରାମପୁର ବ୍ଲକ ସୋସିଆଲ ମିଡ଼ିଆ ସଂଯୋଜକ ସୁବାସ କୁମାର ନାଏକ ଙ୍କ ସମତେ ସହସ୍ରାଧିକ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ଏହି ମିଶ୍ରଶ ପର୍ବ ପରେ ଅଞ୍ଚଳ ବାସୀ ଙ୍କ ସମସ୍ୟା ର ସମାଧାନ ପାଇଁ ଜନ ଶୁଣାଣି କରିଥିଲେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ତତ୍ ସଙ୍ଗେ ସଙ୍ଗେ ଥୁମାମୁଲ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏକ ମହା ପ୍ରଣୟ ସବ ବହାକ ଗାଡ଼ି ର ଶୁଭାରମ୍ଭ କରିଥିଲେ ଓ ଜଗନ୍ନାଥ ସେବାଶ୍ରମ ପକ୍ଷରୁ କମ୍ବଳ ବଣ୍ଟନ ମାନ୍ୟବର ସାଂସଦ ଓ ଜିଲ୍ଲା ସଭାପତି ନିଜ କରକମଳ ରେ କରିଥିଲେ

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ