ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ କୋଟଗରା ପଂଚାୟତ ର ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ଅଶ୍ୱିନୀ କୁମାର ପରିଡା ଙ୍କ ଆହ୍ୱାନ ରେ ସହ ସହ ଲୋକ ସମାଗମ ହୋଇ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ରେ ରାସ୍ତା ମନ୍ଦିର ପ୍ରାଗଁଣ ପୋଖରୀ ପରିଷ୍କାର କରିଥିଲେ By konark news On Sep 24, 2025 0 Share 0 Share