ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ପ୍ରୟାସ କର୍ମ ତତ୍ପରତାନାମରେ SHG ମହିଳାଙ୍କୁ ନୂଆ ଭେଟି l

0

ତତ୍ପରତା
ନାମରେ SHG ମହିଳାଙ୍କୁ ନୂଆ ଭେଟି l
ରାଇକଳିଆ – ୨୩/୯ – ମୟୂରଭଞ୍ଜ ଜିଲ୍ଲା କାପ୍ତିପଦା ବ୍ଲକ୍ ଅନ୍ତର୍ଗତ ରାଇକାଲିଆ ଗ୍ରାମରେ ଆଜି ଶ୍ରୀଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ କର୍ମ ତତ୍ପରତା ନାଁ ରେ ଆଉ ଏକ ନୂଆ ଯୋଜନା ଆରମ୍ଭ
କରିଛନ୍ତି l ସେଥିପାଇଁ ଏହି ଗ୍ରାମରେ ୩ ଗୋଟି ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏକାଠି କରି ଏକ ସଭା କାର୍ଯ୍ୟ କରାଯାଇଥିଲା l ଜଡ଼ିଦା ଗ୍ରାମ ପଞ୍ଚୟତର ସରପଂଚ ମିନତୀ ରାଣୀ ମଢେଇ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅପର୍ଣା ନନ୍ଦ ପୃଷ୍ଟି, ସହଯୋଗୀ ଅନ୍ତର୍ଯ୍ୟାମୀ ରଣl , ରାମ ଚନ୍ଦ୍ର ବେହେରା ଉପସ୍ଥିତ ରହି କେମିତି ମହିଳା ମାନେ ସ୍ବାବଲମ୍ବୀ ହୋଇପାରିବା ସହିତ ଗ୍ରାମର ଗରିବ ଲୋକମାନେ ଛେଳି ଗୁହାଳ, ଗାଈ ଗୁହାଳ ପାଇବେ ସେ ବାବଦରେ ଆଲୋଚନା କରି ଲୋକମାନଙ୍କୁ ସଚେତନ କରିଥିଲେ l ଗ୍ରାମ ରାସ୍ତା କିପରି ମେଟଲିଙ୍ଗ ଓ କଂକ୍ରିଟ ହୋଇପାରିବ ସେହି ବାବଦରେ ଆଲୋଚନା କରି ପ୍ରୟାସ ଜାରି ରଖିଥିଲେ l ସରପଞ୍ଚ ଶ୍ରୀମତି ମଢେଇ ଏହି ୩ଗୋଟି ସ୍ଵଂୟ ସହାୟକ ଗୋଷ୍ଠୀର ସି ଆର ପି ସୁମ ମଣି ମୁଦୁଲି ଙ୍କୁ ସୂଚାରୁ ରୁପେ ଏହି ସବୁ କାର୍ଯ୍ୟ ତୁଲାଇବାକୁ ଅନୁମତି ଦେଇଥିଲେ l

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ