୬ ହଜାର କିଲୋ ମହୁଲ ଜବତ ଶରତ,୯/୯ (ପିସି ) ରାଇପାଳ ଗ୍ରାମ ରଜଣେ ବ୍ୟକ୍ତି

0

ଦେଶୀ ମଦ ପ୍ରସ୍ତୁତିକାରି ଙ୍କୁ ବିକୁଥିଲେ ମହୁଲ। ଆଉ ବିସ୍ତାର କରିଥିଲେ ମହୁଲ ସାମ୍ରାଜ୍ୟ। ହେଲେ ଶେଷରେ ଅବକାରୀ ବିଭାଗ କରିଲା ଚଢ଼ାଉ। ଶରତ ଥାନା ରାଇପାଳ ଗ୍ରାମରେ ଉଦଳା ଅବକାରୀ ବିଭାଗ ଓ ମୋବାଇଲ ୟୁନିଟ ମିଳିତ ଭାବେ ଚଢ଼ାଉ କରିଥିବା ବେଳେ ବାସନ୍ତୀ ରାଉତଙ୍କ ଘରେ ବେଆଇନ ଭାବେ ବିପୁଳ ମହୁଲ ଜବତ କରିଥିଲେ। ଘରେ ଚଢ଼ାଉ ସମୟରେ ଏକ ଗୋଦାମ ଭିତରେ ୧୫୦ ବସ୍ତା ରୁ ଅଧିକ ମହୁଲ ରଖାଯାଇଥିଲା, ଯାହାର ଓଜନ ୬ ହଜାର କିଲୋ ରୁ ଅଧିକ ହେବ। ଅବକାରୀ ବିଭାଗ ଉକ୍ତ ମହୁଲ ବସ୍ତାକୁ ଜବତ କରିବା ସହିତ ମହୁଲ କାରବାର କରୁଥିବା ବାସନ୍ତୀ ରାଉତଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ମହୁଲ ବେଆଇନ ଭାବେ ରଖି ତାହାକୁ ଦେଶୀ ମଦ ବେପାରୀ ଙ୍କୁ ଯୋଗାଉଥିଲେ। ଏହା ସହିତ ପ୍ରତି ବୋରାରେ ୪୦ କିଲୋ ମହୁଲ ରହିଥିବା ବେଳେ ତାହାକୁ ଜରିରେ ପ୍ୟାକିଙ୍ଗ କରାଯାଇଛି।

Leave A Reply

Your email address will not be published.

Latest News
ହିନ୍ଦୋଳ ଉଦ୍ୟାନ ବିଭାଗର ରିହାତି ଦରରେ ଆଳୁ ବିହନ ବିକ୍ରୀ ଦୁର୍ଦିନରେ 50 ଆଦିବାସୀ ପରିବାର ଗ୍ରାମରେ କଂଗ୍ରେସ ସପୋର୍ଟ ଥିବାରୁ ମରାମତି ହୋଇପାରୁନି ଗାଁ ରାସ୍ତା । ଖଲିବୋରେଇରେ ଦୁର୍ଘଟଣା—ଯୁବକର ମୃତ୍ୟୁ,ଜଣେ ଗୁରୁତର। କ୍ରୀଡା ଉତ୍ସବ ରେ ଯୋଗଦେଇ ପିଲା ଙ୍କ ସହ ଖେଳିଲେ ଥାନା ଅଧିକାରୀ.. କୋଦଳା ଠାରେ ଡ୍ରାଇଭର ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ.. କଟ୍‌ନିଛଟ୍‌ନି ନେଇ ପରଜଙ୍ଗ ବିଧାୟକ ଯୋଗାଣ ମନ୍ତ୍ରୀ କଥା କଟାକଟି। RD ରାସ୍ତାରେ ଠିକାଦାରଙ୍କ ମନମାନି, ବିଭାଗର ଯନ୍ତ୍ରୀ ତରୁଣ କୁମାର ନାଏକ ଅନୁପସ୍ଥିତ । ମୁମ୍ବାଇରେ ଚିକିତ୍ସା ହେବେ ବେଗୁନିଆପଡା ବ୍ଲକ ର ୪ ଶିଶୁ ହୃଦରୋଗୀ… ଆଇନ ସେବା ପ୍ରାଧିକରଣ ପକ୍ଷରୁ କୋଦଳା ରେ ଚିତ୍ରାଙ୍କନ ପ୍ରତିଯୋଗିତା.. ବିପଦ ଜନକ ମଣିଷ ବୁଡା ପଥର ଖଣିରେ ଗାଧଉଛନ୍ତି ଏସ. ଟି. ଜାଭିୟର ପବ୍ଲିକ ସ୍କୁଲ ଛାତ୍ର ଛାତ୍ରୀ