ଜାତୀୟ ସବ ଜୁନିଅର ଓ ସିନିୟର୍ ତାଏକୋଣ୍ଡ ଚାମ୍ପିଅନ ୨୦୨୫

0

କଟକ …. ଜାତୀୟ ସବ ଜୁନିଅର ଓ ସିନିୟର୍ ତାଏକୋଣ୍ଡ ଚାମ୍ପିଅନ ଅଗଷ୍ଟ ୨୮ରୁ ୦୨ ରିଖ ପର୍ଯ୍ୟନ୍ତ ତାଏକୋଣ୍ଡ ଚାମ୍ପିଅନସିପ ୨୦୨୫ (ପୁମ୍ସେ ଏବଂ କ୍ୟୋରୁଗୀ) ଜବହାରଲାଲ୍ ଇନ୍ଦୋର ଷ୍ଟାଡିୟମ୍, କଟକ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୧୦୦୦ରୁ ଉର୍ଦ୍ଧ୍ବ କ୍ରୀଡାବିତ ମାନେ ଏହି ଖେଳରେ ଅଂଶ ଗ୍ରହଣ କରିଛନ୍ତି।
କ୍ରିଡ଼ା ପରିଦର୍ଶନ ପାଇଁ ପ୍ରତିଯୋଗିତାର ପ୍ରଥମ ଦିନରେ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ କ୍ରିଷ୍ଣା କୁମାରୀ ରାଇଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଆଜି କ୍ରିଡ଼ା ଦିବସ ପାଳନ ଅବସରରେ ଜାତୀୟ ତାଏକୋଣ୍ଡ ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମଙ୍ଗ,ଅଲିମ୍ପିକ ଆସୋସିଏସନ୍ ମେମ୍ବର ପ୍ରସ୍ସନ କୁମାର ରାଉତ, ରାଜ୍ୟ ତାଇକୋଣ୍ଡ ସମ୍ପାଦକ ଚିନ୍ମୟ ବେହେରା ମୁଖ୍ୟ ଭାବେ ଯୋଗ ଦେଇଥିଲେ।ଏହି ପ୍ରତିଯୋଗୀତାରେ ମୁଖ୍ୟ ରେଫ୍ରି ଭାବେ ଅର୍ନ୍ତଜାତୀୟ ରେଫ୍ରୀ ପିଟର ଫର୍ଣାଣ୍ଡିଜ୍,ଦିନେଶ କୁମାର,ସ୍ବଦେଶ ରଞ୍ଜନ ରାଉତ,ତୁଷାର ଶ୍ରିନାଲକର ସୂଚାରୁ ରୂପେ ପରିଚାଳନା କରିଥିଲେ ଏବଂ ସ୍ଵର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡାବିତ୍ ମାନେ ଆଗକୁ ହେବାକୁଥିବା ବିଶ୍ଵ ତାଏକୋଣ୍ଡୋ ପ୍ରତିଯୋଗୀତା ଏବଂ ଏସିଆନ୍ ଗେମ୍ସର ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ବୋଲି ରାଜ୍ୟ ତାଇକୋଣ୍ଡ ର ସାଧାରଣ ସମ୍ପାଦକ ଚିନ୍ମୟ ବେହେରା ସୂଚନା ଦେଇଥିଲେ ।Cuttack ru pratap Chandra senapati nk report konark 24news

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ