ରଥଯାତ୍ରାରେ ବଡ ପାପ କରିଛନ୍ତି ରାଜ୍ୟ ସରକାର । ଠାକୁରଙ୍କ ପାଖକୁ ନମ୍ରତାର ସହ ଯିବା ଦରକାର । କର୍ଡନ ପାସ ଯାହାର ଅଛି ସେମାନେ ୩୦ ମିନିଟରୁ ଅଧିକ ସମୟ କର୍ଡନ ଭିତରେ ରହିବା ଉଚିତ ନୁହେଁ । କିନ୍ତୁ ପ୍ରଶ୍ନ ଉଠୁଛି ଯାତ୍ରା ଦେଖିଲା ପରି ବହୁତ ଲୋକଙ୍କୁ କର୍ଡନ ପାସ ଦେବା କଣ ଦରକାର

0

ବଡଦାଣ୍ଡ ହେଉଛି ମହାପ୍ରଭୁଙ୍କର । ଏହି ଦାଣ୍ଡରେ ବିଜେପି ରାଜନୈତିକ କାର୍ଯ୍ୟକ୍ରମ କରିବା ଠିକ ନୁହେଁ ବୋଲି କହି କଟାକ୍ଷ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ରଥଯାତ୍ରାରେ ସରକାର ଭିଆଇପି ଶ୍ରଦ୍ଧା ଛାଡି ଭିଡକୁ ନିୟନ୍ତ୍ରଣ କରନ୍ତୁ । ସାଧାରଣ ଲୋକଙ୍କ ପ୍ରତି ପୋଲିସ ପ୍ରଶାସନର ଅଧିକ ଧ୍ୟାନ ରହୁ ବୋଲି ଦାବି କରିଛନ୍ତି ଭକ୍ତ ଦାସ । ଯେତେ ପାସ ବିଜେପି ଦେଇଥିଲା ତାହା କେବେ ବି ହୋଇନଥିଲା । ରଥଯାତ୍ରା ଦିନ ଛତିଶଗଡ଼ର ଗୋଟେ କାର ବଡଦାଣ୍ଡରେ କେମିତି ପଶିଲା ? କେଉଁ ଉପମୁଖ୍ୟମନ୍ତ୍ରୀଙ୍କ ସେ ଅତିଥି ତାହା ସମସ୍ତେ ଜାଣିବା ଦରକାର । ରଥଯାତ୍ରା ଅନ୍ଯ ସରକାର ସମୟରେ ବି ଆୟୋଜନ କରାଯାଇଛି । ହେଲେ କେବେ ତ କାହିଁ ତିନି ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ