ଫରଙ୍ଗଗ୍ରାମ ପଂଚାୟତ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ,

0

ଗୋଲାମୁଣ୍ଡା/୧/୭/୨୫/ଗତକାଲି ସୋମବାର ଦିନ ପ୍ରବଳ ଝଡି ବର୍ଷା ହୋଇ ଥିବା ବେଳେ ମଧ୍ୟ ସାଧାରଣ ଲୋକଙ୍କ ଙ୍କ ସମସ୍ୟା ସମାଧାନ ପାଇଁ ଶିବିର ଅନୁଷ୍ଠିତ ହୋଇଥିଲା , ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ଗ୍ରାମ ପଞ୍ଚାୟତ ଅଧିନରେ ଗତ କାଲି ସୋମବାର ଦିନ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ରୁ ୩୨ଟିଅଭିଯୋଗ ହୋଇ ଥିବା ବେଳେ ସଙ୍ଗେ ସଙ୍ଗେ ୨୨ଟି ସମସ୍ୟାର ସମାଧାନ ହୋଇ ପାରି ଥିଲା,ଏହି ଅବସରରେ ଗୋଲାମୁଣ୍ଡା ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିବା ବେଳେ କନିଷ୍ଠ ଯନ୍ତ୍ରୀ ନିକୁଞ୍ଜ ନାଏକ, ସମାଜ ସୁରକ୍ଷା ଅଧିକାରି ଚନ୍ଦନ ବିହାରୀ, ସରପଞ୍ଚ ହିରାବତୀ ଭୋଇ, , ପାନୀୟ ଜଳ ଯୋଗାଣ ଅତିରିକ୍ତ ଯେଇ, ସୁବାଷ ପଣ୍ଡା, ଏପିଓ କ୍ଷେତ୍ର ମୋହନ ମାଝୀ,ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ରଞ୍ଜିତପଣ୍ଡା, ଗ୍ରାମୀୟ ଗୃହ ଯୋଜନା ରୁ, ଦୀନେଶ ପାନକା, ମଧୁସୁଦନ ସାହୁ, ଯୋଗାଣ ବିଭାଗରୁ ରୂପେଶ ବେମାଲ,ନନ୍ଦିନୀ ଶବର, ପ୍ରମୁଖ ଉପସ୍ଥିତ ଥିଲେ , ଏହି ଅବସରରେ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି କୁନୁଭୋଇ, ଲୁଦ୍ର୍ପ ପ୍ରଧାନ ଓ ଅନ୍ୟାନ୍ୟ ଗ୍ରାମିୟ ୱାର୍ଡ଼ ମେମ୍ବର ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା, ହେଲେ ଏହି ପରିପ୍ରେକ୍ଷୀରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ନାଏକ ଙ୍କ ଦ୍ଵାରା ସୁନ୍ଦର ଭାବେ ପରିଚାଳନା ହୋଇ ଥିଲା,
କଳାହାଣ୍ଡି ଜିଲ୍ଲାପ୍ରତିନିଧି ପ୍ରଭାକର ବଗତ୍ତି ଙ୍କ ରିପୋର୍ଟ କୋଣାର୍କ ନିଉଜ 24

Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ