ଡ, ମଞ୍ଜୁଲତା ବାଗ ଭ୍ରାମ୍ୟମାଣ ପ୍ରାଣୀ ଚକିତ୍ସାସେବା ଭାବେ ଗୋଲାମୁଣ୍ଡା ବ୍ଲକ ରେ ଯୋଗଦାନ ।ଗୋଲାମୁଣ୍ଡା/୨୯/୧୦/୨୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଡ, ମଞ୍ଜୁଲତା ବାଗ ଭ୍ରାମ୍ୟମାଣ ପ୍ରାଣୀ ଚକିତ୍ସା ସେବା ଭାବେ ଯୋଗ ଦାନ କରିଛନ୍ତି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଗୋଷ୍ଠି ପ୍ରାଣୀ ଚିକି୍ସାଲୟରେ ନେତ୍ର ପ୍ରଭା ଭାରତୀ ଙ୍କ ବଦଳି ହେବା ଦ୍ବାରା ଗୋଷ୍ଠି ପ୍ରାଣୀ ଚକିତ୍ସାଳୟ ରେ ଖାଲି ପଡି ଥିବା ବେଳେ ଡ, ମଞ୍ଜୁଲତା ବାଗ ଗତ

0

ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଡ, ମଞ୍ଜୁଲତା ବାଗ ଭ୍ରାମ୍ୟମାଣ ପ୍ରାଣୀ ଚକିତ୍ସା ସେବା ଭାବେ ଯୋଗ ଦାନ କରିଛନ୍ତି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଗୋଷ୍ଠି ପ୍ରାଣୀ ଚିକି୍ସାଲୟରେ ନେତ୍ର ପ୍ରଭା ଭାରତୀ ଙ୍କ ବଦଳି ହେବା ଦ୍ବାରା ଗୋଷ୍ଠି ପ୍ରାଣୀ ଚକିତ୍ସାଳୟ ରେ ଖାଲି ପଡି ଥିବା ବେଳେ ଡ, ମଞ୍ଜୁଲତା ବାଗ ଗତ ତା ୨୪/୧୦/୨୦୨୫ ରିଖ ଦିନ ଯୋଗ ଦେଇ ଥିଲେ, ଡ, ମଞ୍ଜୁଲତା ବାଗ ଏହା ପୂର୍ବରୁ ଟିଟିଲାଗଡ ବ୍ଲକରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାରେ ଛଅ ବର୍ଷ ଧରି କାର୍ଯ୍ୟ ରତ ଥିଲି ବୋଲି ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତିଙ୍କ ନିକଟରେ ତାଙ୍କର ପ୍ରତି କ୍ରିୟା ପ୍ରକାଶ କରିଛନ୍ତି, ଗୋଲାମୁଣ୍ଡା ବ୍ଲକ ଏକ ଅନୁନ୍ନତ ବ୍ଲକ ହେତୁ ଅନେକ ସ୍ଥାନରେ ବୁଲି ପ୍ରାଣୀ ସମ୍ପଦ ଉପରେ ଗୁରୁତ୍ବ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ପୁଣି ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ଯେ ଅଂଚଳରେ ପ୍ରାଣୀ ସମ୍ପଦ ଉପରେ କୌଣସି ପ୍ରକାର ସମସ୍ୟା ଦେଖା ଦିଏ ତେବେ ଆମ ସହ ଯୋଗାଯୋଗ କଲେ ନିଶ୍ଚୟ ତାହାର ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିକ୍ରିୟାରେ ପ୍ରକାଶ କରି ଥିଲେ ,

Related Posts
1 of 30
Leave A Reply

Your email address will not be published.

Latest News
ଜୁଆପାଲି ଖେଳ ଯୋଗୁଁ ଲୋକେ ସର୍ବସ୍ୱାନ୍ତ। କପ୍ତିପଦl -01/03/2026 କପ୍ତିପଦlବ୍ଲକ୍ ଶରତ ପଞ୍ଚାୟତ ସେଲେଇ କଜରି ଗ୍ରାମରେ ଆଜି ସନ୍ତାଲ ସମ୍ପ୍ରଦାୟର ବିଭାବ ପର୍ବ ପ... ଜଗତର ନାଥ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଜୀବନ୍ତ ଠାକୁର। ମହାପ୍ରଭୁଙ୍କ ରହସ୍ୟକୁ ଜାଣିବା ଦେଵତାମାନଙ୍କ ପକ୍ଷରେ ଅସ... ନବ ପଲ୍ଲବିତ ବୃକ୍ଷ ସୁଶୋଭିତବାତ ଚଳଇ ସଧିରେଶୁଷ୍କ ହୃଦୟରେ ପ୍ରେମ ରଙ୍ଗଭରେଉର୍ମି ଖେଳେ ନିରନ୍ତରେ।। lକପ୍ତିପଦl ବି ଇ ଓ ଅଫିସ୍ ରେ ଏବିଓ ଙ୍କ ମନମାନୀ କପ୍ତିପଦl - 21/02/2026 ଆଦିବାସି ସାନ୍ତାଲ ଜାତି ପ୍ରଭାବକୁ ନେଇ ଆଲେଚନା l ୩ ଗୋରୁ ଉଦ୍ଧାର,୨ ଚାଲାଣକାରୀ ଗିରଫ। ସ୍ତ୍ରୀ ର ଜୀବନ ନେଲା ସ୍ବାମୀକପ୍ତିପଦl କପ୍ତିପଦା ବ୍ଲକ ରେ ଉଜୁଡ଼ି ଗଲାଣି ଶିକ୍ଷା ବ୍ଯବସ୍ଥା ପଚାଶ ବର୍ଷରେ ଦୀନବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ: ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ