ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ କୋଟଗରା ପଂଚାୟତ ପଣ୍ଡୁଆ ଗ୍ରାମର ଅଧିକାରୀ ନାଏକ ଙ୍କୁ ମିଳିପାରୁନି ଆବାସ ଘର ଖଣ୍ଡେ
ଏନେଇ ସେ ବାରମ୍ବାର ଅଭିଯୋଗ କରିବା ସ୍ୱତ୍ୟେ କେହି କର୍ଣ୍ଣପାତ କରୁନାହାନ୍ତି ସେ ପଂଚାୟତ କାର୍ଯ୍ୟାଳୟ ରୁ ବ୍ଲକକାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ହୋଇଛି